Browsing Tag

falooda

ଖରା ଦିନରେ ଥଣ୍ଡା ପାନୀୟର ମଜା ନେବା ପାଇଁ ଘରେ ହିଁ ପ୍ରସ୍ତୁତ କରନ୍ତୁ ‘ବାଦାମ ଫାଲୁଦା’ 

ଓଡ଼ିଶାରେ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ଜାରି ହେଇ ଗଲାଣି । ଖରା ଦିନରେ ସାଧାରଣତଃ ଥଣ୍ଡା ଥଣ୍ଡା ଖାଦ୍ୟ ସହିତ ଥଣ୍ଡା ପାନୀୟ ପିଇବାକୁ ଇଛା ହୋଇଥାଏ । ଆମେ ମାନେ ତ ବଜାରରେ ମିଳୁଥିବା ବିଭିନ୍ନ ପାନୀୟ କିଣି ପିଇଥାଉ । କିନ୍ତୁ ଅନେକ ସମୟରେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ ।  …