ସଲମାନଙ୍କ ବିନା ଅନୁମତିରେ ତାଙ୍କ ଫଟୋ ଉଠାଉଥିଲେ ପ୍ରଶଂସକ, ଦେଖନ୍ତୁ ତା’ପରେ କ’ଣ କଲେ ଭାଇଜାନ୍
ବଲିଉଡ୍ର ଭାଇଜାନ ସଲମାନ ଖାନ୍ଙ୍କ ମୁଡ୍କୁ କିଏ ବା ନ ଜାଣେ। ସଲମାନ ଖୁସି ଥିବା ବେଳେ ଫ୍ୟାନ୍ଙ୍କ ସହ ଫଟୋ ଉଠାଇବାକୁ ଆଗେଇ ଆସୁଥିବା ବେଳେ ମୁଡ୍ ଅଫ୍ ଥିଲେ ସେ କିଛି ବି କରନ୍ତି ଓ କହିଥାନ୍ତି। ଏଣୁ ଫ୍ୟାନ୍ମାନେ ସଲମାନଙ୍କ ନିକଟତର ହେବା ପୂର୍ବରୁ ତାଙ୍କ ମୁଡ୍ କେମିତି ଅଛି ସେ…