ଗାଈ ଗୋବର ଓ ମୂତ୍ର ସଂଗ୍ରହ କରୁଛନ୍ତି ଏହି ଗାଁର ମହିଳା ଗୋଷ୍ଠୀ, ହେଉଛି ଭଲ ରୋଜଗାର
ବେଗୁନିଆ: ରାସାୟନିକ ପଦ୍ଧତିରେ ଜମି ଫସଲରେ ରୋଗପୋକ ନିୟନ୍ତ୍ରଣ ହେତୁ ନଷ୍ଟ ହେଉଛି ପରିବେଶ ପୁଣି କ୍ଷତି ହେଉଛି ମୃତ୍ତିକା ବିଷାକ୍ତ ହେଉଛି ଫସଲ ଆଉ ଏହାର ପ୍ରଭାବ ପଡୁଛି ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ । ତେବେ ଏହାର ବିକଳ୍ପ ସ୍ୱରୂପ ଏବେ ବଜାରକୁ ଆସିଲାଣି ଜୈବୀକ ସାର ଆଉ ଔଷଧ । ଧୀରେ ଧୀରେ…