ଫାସଟାଗ୍ ବ୍ୟବହାରକାରୀ ହୋଇଯାନ୍ତୁ ସାବଧାନ, ଆପଣଙ୍କ ଆକାଉଣ୍ଟ ବି ହୋଇପାରେ ଖାଲି
ଚଳିତ ମାସରେ ସାରା ଦେଶରେ ଲାଗୁ ହୋଇଥିଲା ଫାସଟାଗ୍ ନିୟମ। ଏହି ନିୟମ ଲାଗୁ ହେବା ପରେ ଲୋକମାନେ ଅନେକ ଠକାମିର ଶିକାର ହେଉଛନ୍ତି। ଫାସଟାଗକୁ ନେଇ ଅନେକ ଫ୍ରଡର ମାମଲା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଫାସଟାଗ ରିଚାର୍ଜ କରି ମାତ୍ର ଗୋଟିଏ ଲିଙ୍କକୁ…