Browsing Tag

fastest 5g speed

ଏହି ଦେଶରେ ମିଳୁଛି ୩୭୭.୨ Mbps ଇଣ୍ଟରନେଟ୍‌ ସ୍ପିଡ୍‌, ମାତ୍ର କିଛି ସେକେଣ୍ଡରେ ଡାଉନ୍‌ଲୋଡ୍‌ ହୋଇଯିବ ଫୁଲ ଫିଲ୍ମ

ଇଣ୍ଟରନେଟ୍‌ କନେକ୍ଟିଭିଟିର ପଞ୍ଚମ ଜେନେରେସନ୍‌ ବା ୫ଜି ଟେକ୍ନିକ୍‌ ଦୁନିଆର କେତେକ ଦେଶରେ ଆରମ୍ଭ ହେଇସାରିଲାଣି। ୟୁଜରମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଆରମ୍ଭ ଦେଲେଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ସାଉଦି ଆରବରେ ୫ଜି ଇଣ୍ଟରନେଟ୍‌ ସ୍ପିଡ୍‌ ୩୭୭.୨ Mbps ରହିଛି। ଏହା ମାଧ୍ୟମରେ ମାତ୍ର…