Browsing Tag

father and son arrested

ଜଙ୍ଗଲରେ ନିଆଁ ଲଗାଇ ବାପା-ପୁଅ ଗିରଫ

ବୌଦ୍ଧ (କେନ୍ୟୁଜ୍‌) : ଜଙ୍ଗଲରେ ନିଆଁ ଲଗାଇ ବାପା-ପୁଅ ଗିରଫ। ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇଥିବା ଅଭିଯୋଗରେ ବାପା ପୁଅ ଗିରଫ। ସେମାନଙ୍କ ନିକଟରୁ ଗୋଟିଏ ଦିଆସିଲି ଓ ୨ଟି ଟାଙ୍ଗିଆ ଜବତ କରାଯାଇଛି। ଗତକାଲି ରାତିରେ ବନବିଭାଗ ଜଙ୍ଗଲରେ…