Below header
Browsing Tag

father and son died

ବାଇକ ଉପରେ ଚଢିଗଲା ଟ୍ରକ, ଘଟଣାସ୍ଥଳରେ ବାପା, ପୁଅ ମୃତ

ତାଳଚେର (କେନ୍ୟୁଜ): ତାଳଚେର ବାଙ୍କଧରା ଛକରେ ବାଇକକୁ ଧକ୍କା ଦେଲା ଟ୍ରକ । ଫଳରେ ବାଇକରେ ଯାଉଥିବା ବାପା, ପୁଅ ମୃତ ଓ ଭଣଜା ଗୁରୁତର । ସୂଚନାନୁସାରେ, ଆଜି ଅପରାହ୍ନରେ ତାଳଚେର ବାଙ୍କଧରା ଛକରେ ଟ୍ରକଟି ଧକ୍କା ଦେଇ ବାଇକ ଉପରେ ଚଢି ଯାଇଥିଲା ।ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ…

ଜଳେଶ୍ବର: ବିଦ୍ଯୁତ ଆଘାତରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ଜଳେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଆରୁଆଦାମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ବିଦ୍ଯୁତ ଆଘାତରେ ଉଭୟ ବାପା ଏବଂ ପୁଅର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆରୁଆଦାମ ଗ୍ରାମର କାଶୀନାଥ ରାଉତ ଆଜି ନିଜ ପାନ ବରଜକୁ ପାଣି ମଡାଇବାକୁ ଯାଇଥିବା ବେଳେ ପାନ…

ଗ୍ୟାସ ସିଲିଣ୍ଡର ଫାଟି ଚାଲିଗଲା ବାପା-ପୁଅଙ୍କ ଜୀବନ

ରାଉରକେଲା(କେନ୍ୟୁଜ): ରାଉରକେଲା ସହର ସେକ୍ଟର-୭ ଥାନା ଅନ୍ତର୍ଗତ କବିସମ୍ରାଟ ପଲ୍ଲୀ ଅଞ୍ଚଳରେ ଘରୋଇ ଗ୍ୟାସ୍ ଲିକ୍ ଘଟଣାରେ ବାପା ଓ ପୁଅର ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ମୁତାବକ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସା…