ବାଇକ ଉପରେ ଚଢିଗଲା ଟ୍ରକ, ଘଟଣାସ୍ଥଳରେ ବାପା, ପୁଅ ମୃତ

ତାଳଚେର ବାଙ୍କଧରା ଛକରେ ବାଇକକୁ ଧକ୍କା ଦେଲା ଟ୍ରକ । ଫଳରେ ବାଇକରେ ଯାଉଥିବା ବାପା, ପୁଅ ମୃତ ଓ ଭଣଜା ଗୁରୁତର ।

ତାଳଚେର (କେନ୍ୟୁଜ): ତାଳଚେର ବାଙ୍କଧରା ଛକରେ ବାଇକକୁ ଧକ୍କା ଦେଲା ଟ୍ରକ । ଫଳରେ ବାଇକରେ ଯାଉଥିବା ବାପା, ପୁଅ ମୃତ ଓ ଭଣଜା ଗୁରୁତର ।

ସୂଚନାନୁସାରେ, ଆଜି ଅପରାହ୍ନରେ ତାଳଚେର ବାଙ୍କଧରା ଛକରେ ଟ୍ରକଟି ଧକ୍କା ଦେଇ ବାଇକ ଉପରେ ଚଢି ଯାଇଥିଲା ।ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଭଣଜାକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.