Browsing Tag

talcher

ତାଳଚେରରେ ଡାଇରିଆ ଆତଙ୍କ, ଗାଁରେ ପହଁଚିଲା ଚାରି ଜଣିଆ ଡାକ୍ତରୀ ଟିମ

ତାଳଚେର : ତାଳଚେର ସିରିଗିଡା ଗାଁରେ ଡାଇରିଆ ଆତଙ୍କ । ପାଖାପାଖି ୧୦ଟି ପରିବାର ୩୦ ଜଣ ଲୋକ ଝାଡା ବାନ୍ତିରେ ଆକ୍ରାନ୍ତ । ଗାଁରେ ପହଁଚିଲା ଚାରି ଜଣିଆ ଡାକ୍ତରୀ ଟିମ । ଦୂଷିତ ଜଳ ବ୍ୟବହାର ଯୋଗୁଁ ଡାଇରିଆ ବ୍ୟାପିଥିବା ଆଶଙ୍କା । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ  ପୁରୀ ଜିଲ୍ଲା…

୫୦ ରୁ ୬୦ ଯୁବକ କୋଇଲା ଖଣିରେ ପଶିଲେ ଭାଙ୍ଗିଲେ ଚାଲିଗଲେ

ତାଳଚେର: କାହା ହାତରେ ଭୁଜାଲି ଥିଲା ତ କାହା ହାତରେ ହକି ଷ୍ଟିକ ଆଉ କାହା ହାତରେ ଠେଙ୍ଗା ହାତରେ ମାରଣାସ୍ତ୍ର ଧରି ଧସେଇ ପଶିଲେ । ଆଉ ଗାଡି ସମେତ ଅଫିସ ଭିତରେ ପଶି ଆସବାଵ ପତ୍ର ଭାଙ୍ଗିଲେ । ଆଉ ଯାହାକୁ ଦେଖିଲେ ତାକୁ ଜୀବନରୁ ମାରି ଦେବାକୁ ଧମକ ଦେଲେ । ପ୍ରାୟ ଅଧାଘଣ୍ଟାରୁ ଉର୍ଦ୍ଧ୍ବ ସମୟ…

କଳାହୀରାର ସହର ତାଳଚେରରେ ଥମୁନି କଳା ବେପାର, ଅଭିଯୋଗର ଲମ୍ବା ଫର୍ଦ୍ଦ ହେଲେ କାର୍ଯ୍ୟାନୁଷ୍ଠାନ ଶୂନ

କଳା ହୀରା ବା କୋଇଲାର ସହର ତାଳଚେର । ଇଂରେଜ ଶାସନ ସମୟରୁ ୧୮୩୭ ମସିହାରେ ଏଠାରେ ମାଟି ତଳେ କୋଇଲା ଥିବା ନେଇ ଚିହ୍ନଟ ହୋଇଥିଲା । ୧୮୭୫ରେ ଏହି ଅଞ୍ଚଳରୁ କୋଇଲା ଖନନ କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରୁ ମାଟି ଖୋଲିଲେ ବାହାରୁଛି ଟ୍ରିପ ଟ୍ରିପ କୋଇଲା ।…

ତାଳଚେର ଧରମପୁର ଗାଁ ନିକଟରେ ହାତୀ ଉପଦ୍ରବ, ଏକ ଦୋକାନ ଘରକୁ ଭାଙ୍ଗିଲେ ଗୋଠ ଛଡା ଦନ୍ତା ହାତୀ

ତାଳଚେର : ତାଳଚେର ଧରମପୁର ଗାଁ ନିକଟରେ ହାତୀ ଉପଦ୍ରବ ।  ଗତକାଲି ବିଳମ୍ବିତ ରାତିରେ ଏକ ଗୋଠ ଛଡା ଦନ୍ତା ହାତୀ ଗାଁ ନିକଟରେ ଥିବା ଏକ ଦୋକାନ ଘରକୁ ଭାଙ୍ଗିଛନ୍ତି ।  ଦୁଇ ଯାଯାବର ପରିବାରଙ୍କ ଘରକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି  ।  ଘରେ ଥିବା ଆସବାବପତ୍ରକୁ ନଷ୍ଟ କରୁଥିବା ବେଳେ…

ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ରେଡ୍, ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ

ତାଳଚେର: ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ରେଡ୍ ।  ଓଜନ ମାପ ବିଭାଗ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି ।  ଓଜନ ମାପ , ସୁନାର ମାନ ,ଦୋକାନ ପ୍ରମାଣପତ୍ର ଆଦିକୁ ନେଇ ଏହି ଚଢ଼ାଉ କରାଯାଇଥିଲା ।  ପାର୍ବଣ ସମୟରେ ବିଭିନ୍ନ ସୁନା ଦୋକାନରୁ…

ଟ୍ରକରେ ବୁହାହେଲା ବିରାଟକାୟ ଲଡ଼ୁ, ନିଲାମ ହେଲା ୧୯ ଲକ୍ଷ ୩୮ ହଜାର ଟଙ୍କାରେ

ତାଳଚେର: ନିଲାମ ହେଲା ବିରାଟକାୟ ଲଡ଼ୁ । ଲଡ଼ୁକୁ ଦେଖି ଉଡିଯିବ ହୋସ୍ । ଏତେ ବଡ ଲଡ଼ୁ ଯେ, ଯାହାକୁ ବୁହା ହେଲା ଟ୍ରକରେ । ହଁ ଆଜ୍ଞା ଟ୍ରକରେ ଏହି ବିଶାଳକାୟ ଲଡ଼ୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା । ଏ ହେଉଛି ତାଳଚେର ଗଣେଶ ପୂଜାର ଲଡ଼ୁ । ଯାହା ଶେଷରେ ନିଲାମ ହୋଇଛି । ୩୫ କ୍ୱିଣ୍ଟାଲ ଓଜନ…

ଆସନ୍ତା ୭ ତାରିଖରେ ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଗଜାନନ, ଚଳଚଞ୍ଚଳ ତାଳଚେର ସହର

ରଙ୍ଗୀନ ଆଲୋକ ମାଳାରେ ଝଲସିବ କୋଇଲା ନଗରୀ ତାଳଚେର ସହର । ତାଳଚେରର ଗଣପର୍ବ ଗଣେଶ ପୂଜାକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଉତ୍ସବ ମୁଖର ହୋଇଉଠିଛି ପୁରା ସହରରୁ ଆରମ୍ଭ କରି ଗାଁ ଗଣ୍ଡା । ସମସ୍ତ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ପୋଲିସ ଓ ପ୍ରଶାସନ ସବୁଠି ଶେଷ ପର୍ଯ୍ୟାୟରେ ଚୂଡାନ୍ତ…

ବର୍ଷକୁ ବର୍ଷ ବଢୁଛି ଶିବ ଲିଙ୍ଗ, କିମ୍ବଦନ୍ତୀ କହେ ଏହି ମନ୍ଦିରର ରହିଛି ଅନେକ ମହିମା

ବର୍ଷକୁ ବର୍ଷ ବଢୁଛି ଶିବ ଲିଙ୍ଗ । ଖାଲି ସେତିକି ନୁହଁ କିଛି ମାସରେ ଲିଙ୍ଗର ରଙ୍ଗ ମଧ୍ୟ ବଦଳୁଛି । ତେବେ ଆସନ୍ତୁ ଜାଣିବା ଏହି ଶିବଲିଙ୍ଗ କେଉଁଠି ରହିଛି । ତାଳଚେରର ଝାଡ଼ିଅମ୍ବା ଗାଁ ଯେଉଁଠି ରହିଛି ୬ ଫୁଟ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ସବୁଠାରୁ ବଡ଼ ଫୁଟି ଲିଙ୍ଗ । ଆଉ ଏହି ମନ୍ଦିରର ନାଁ…

ମାତ୍ର ଚାରି ବର୍ଷ ବୟସରେ ଜିତିଛନ୍ତି ୩ଟି ସ୍ୱର୍ଣ୍ଣପଦକ, ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରି ସାଉଁଟୁଛନ୍ତି ପ୍ରଶଂସା

ତାଳଚେର: ୪ ବର୍ଷ ବାଳକର ବିସ୍ମୟ ରେକର୍ଡ । ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ କୁନି ମାଷ୍ଟର ସ୍ଵପନୀଲ । ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଗୋଟିଏ ସ୍ଵର୍ଣ୍ଣପଦକ ଏବଂ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଦୁଇଟି ସ୍ଵର୍ଣ୍ଣପଦକ ପାଇଥିବାରୁ ସେ ଇଣ୍ଡିଆ ବୁକ ଅଫ…

କାଲି ଆଶ୍ବସ୍ତି, ଆଜି ପୁଣି ତାତି; ୮ଟା ୩୦ ସୁଦ୍ଧା ତାଳଚେରରେ ୩୭.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): କାଲି ଆଶ୍ବସ୍ତି, ଆଜି ପୁଣି ତାତି । ସକାଳୁ ୩୭ ଡିଗ୍ରୀ ଟପିଛି ପାରଦ । ୮ଟା ୩୦ ସୁଦ୍ଧା ତାଳଚେରରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭବାନୀପାଟମାରେ ୩୬.୨, ବଲାଙ୍ଗିରରେ ୩୫.୪, ମାଲକାନଗିରିରେ ୩୫ ଓ ଝାରସୁଗୁଡ଼ାରେ ୩୪.୮ ଡିଗ୍ରୀ ରେକର୍ଡ…

ଆଜି ବି ଅସମ୍ଭାଳ ତାତି, ସକାଳ ୮ଟା ୩୦ ସୁଦ୍ଧା ତାଳଚେରରେ ପାରଦ ୩୬ ଡିଗ୍ରୀ ଛୁଇଁଛି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମ ଲହରୀ ଆତଙ୍କ । ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା । ସକାଳ ୮ଟା ୩୦ ସୁଦ୍ଧା ତାଳଚେରରେ ପାରଦ ୩୬ ଡିଗ୍ରୀ ଛୁଇଁଛି । ସେହିପରି ଅନୁଗୁଳ ଓ ବାଲେଶ୍ବରରେ ୩୫ ଓ ଭୁବନେଶ୍ବର ତାପମାତ୍ରର ୩୪.୨ ଡିଗ୍ରୀ ରେକର୍ଡ ହୋଇଛି । ଆଗକୁ…

କଣିହାଁ NTPCରେ ଅଗ୍ନିକାଣ୍ଡ, ପ୍ଲାଣ୍ଟ ଭିତରେ କନଭେୟର ବେଲ୍ଟରେ ଲାଗିଛି ନିଆଁ

ତାଳଚେର (କେନ୍ୟୁଜ): ତାଳଚେର NTPC ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ ।  କନଭେୟର ବେଲ୍ଟ ରେ ଲାଗିଲା ନିଆଁ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରୁଛି । ୩୦ ରୁ ୪୦ ମିନିଟ୍ ଧରି ନିଆଁ ଲାଗିଥିବା ସୂଚନା ମିଳିଛି । କୋଇଲାରେ ନିଆଁ ଲାଗିଥିବାରୁ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଘଟଣାକୁ ନେଇ…