Below header
Browsing Tag

father-in-law’s house

ଶ୍ୱଶୁର ଘରେ ଜ୍ୱାଇଁର ଆତଙ୍କରାଜ୍‌ : ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ

କେନ୍ଦ୍ରାପଡ଼ା (କେନ୍ୟୁଜ): ଶ୍ୱଶୁର ଘରେ ଜ୍ୱାଇଁର ଆତଙ୍କରାଜ୍‌। ଜ୍ୱାଇଁର ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ। କେନ୍ଦ୍ରାପଡ଼ା ଜିଲ୍ଲା କଂସାର ଗାଁରେ ଶ୍ୱଶୁର ଘରେ ପଶି ଜ୍ୱାଇଁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଶାଶୁ ଓ ଶ୍ୱଶୁର ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି…

ଶଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା: ଅଖାରେ ପୁରାଇ ଶବ ଫିଙ୍ଗିବା ବେଳେ ଧରିଲା ପୋଲିସ

ପାଟଣାଗଡ଼ (କେନ୍ୟୁଜ): ଜ୍ୱାଇଁକୁ ପିଟିପିଟି ହତ୍ୟା । ଜ୍ୱାଇଁଙ୍କୁ ପିଟିପିଟି ମାରିଦେଲେ ଶ୍ୱଶୁର ଘର ଲୋକେ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ ଚାଞ୍ଚଲ୍ୟ । ମୃତକ ପଦ୍ମପୁର ଥାନା ଗଡଭାଟି ଗାଁର ରୁଦ୍ର ମେହର । ଘରୋଇ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି…