Below header
Browsing Tag

fatima sekh

ଏବେ ଫାତିମା ସନା ଶେଖଙ୍କ କରୋନା ରିପୋର୍ଟ ଆସିଲା ପଜିଟିଭ

ବଲିଉଡ୍‌ରେ ଜଣଙ୍କ ପରେ ଜଣେ କରୋନାର ଶିକାର ହେଉଛନ୍ତି। ଏବେ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ କରୋନା ହୋଇଛି। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ଫାତିମା ନିଜେ ହିଁ ସୋସିଆଲ ମିଡିଆରେ ନିଜ ଫ୍ୟାନ୍‌ମାନଙ୍କୁ ସୂଚନା ଦେଇଛନ୍ତି। ଫାତିମା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ…

ନିଆଁ କବଳରୁ ଅଳ୍ପକେ ରକ୍ଷା ପାଇଲେ ଏହି ବଲିଉଡ ଅଭିନେତ୍ରୀ, ଅଧା ରାତିରେ ଘରେ ଲାଗି ଯାଇଥିଲା ଭୟଙ୍କର ନିଆଁ

ଦଙ୍ଗଲ ଫେମ ତଥା ବଲିଉଡ ଫାତିମା ଶେଖଙ୍କ ମୁମ୍ବାଇ ସ୍ଥିତ ଘରେ ଅଚାନକ ନିଆଁ ଲାଗିଗଲା । ଏହା ପରେ ଅଭିନେତ୍ରୀ ଜଣଙ୍କ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଆଉ ଫାୟାର ବ୍ରିଗେଡ ଟିମ ଘଟଣା ସ୍ଥଳରେ ପହଂଚି ନିଆଁକୁ କାବୁ କରି ନେବାରେ ସକ୍ଷମ ହୋଇଥିଲେ । ଫାତିମା ସୋସିଆଲ ମିଡିଆରେ ଏନେଇ…

ମାତ୍ର ୩ ବର୍ଷ ବୟସରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ଦଙ୍ଗଲ ଗାର୍ଲ

ଦଙ୍ଗଲ ଗାର୍ଲ ଆକ୍ଟ୍ରେସ ଫତିମା ଶେଖ ନିକଟରେ ଏକ ୱେବ ସାଇଟ ଜରିଆରେ ନିଜ ପିଲାଦିନର ଏକ ତିକ୍ତ ଅନୁଭୂତିକୁ ସେୟାର କରିଛନ୍ତି । ତାଙ୍କ ଅନୁସାରେ ତାଙ୍କୁ ଯେବେ ମାତ୍ର ୩ ବର୍ଷ ବୟସ ହୋଇଥିଲା ସେ ଏକ ଭୟଙ୍କର ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ । ଏହା ସହ ଏହା ମଧ୍ୟ ଲେଖିଛନ୍ତି, ବଲିଉଡରେ ନିଜ…