ଖାଦ୍ୟ ଉପରେ ଅତ୍ୟଧିକ କଟକଣା ପାଇଁ ଆପଣ ହୋଇପାରନ୍ତି ଏକଲାପଣର ଶିକାର: ସର୍ଭେ
ଭାରତରେ ଉତ୍ସବର ଅର୍ଥ ସ୍ୱାଦିଷ୍ଟ ଖାଦ୍ୟପେୟ ଭୋଜନ ଓ ମଜାମସ୍ତି। କିନ୍ତୁ ଉତ୍ସବର ମସ୍ତିଭରା ମାହୋଲରେ ମଧ୍ୟ କିଛି ଲୋକ ନିଜ ଡାଏଟ୍କୁ ଜଗିଥାନ୍ତି। କ’ଣ ଖାଇବେ ନ ଖାଇବେ ସେ ବିଷୟରେ ସେମାନେ ଆଗୁଆ ସଚେତନ ରହିଥାନ୍ତି। ଫଳରେ ସେମାନେ ଉତ୍ସବର ମଜାକୁ ଠିକ୍ ଭାବେ ଉଠାଇପାରିନଥାନ୍ତି ଓ ନିଜକୁ…