Below header
Browsing Tag

female farmer

ସିମେଣ୍ଟ ଅଖାରେ ୱେଡିଙ୍ଗ ଗାଉନ୍ ତିଆରି କରି ପିନ୍ଧିଲେ ଏହି ମହିଳା ଚାଷୀ, ସୋସିଆଲ ମିଡିଆରେ ଛାଇଗଲା ଫଟୋ

ଚୀନର ଜଣେ ମହିଳା ଚାଷୀ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। ତାଙ୍କ କ୍ରିଏଟିଭିଟି ଯୋଗୁ ସେ ଚର୍ଚ୍ଚାରେ ରହିଛନ୍ତି। ୨୮ ବର୍ଷୀୟା ଲିଲି ୪୦ଟି ସିମେଣ୍ଟ ଅଖାରେ ନିଜ ପାଇଁ ୱେଡିଙ୍ଗ ଗାଉନ୍ ତିଆରି କରିଛନ୍ତି। ଏହି ସୁନ୍ଦର ୱେଡିଙ୍ଗ ଡ୍ରେସ୍‌ର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍…