Browsing Tag

female naga sadhu

ମହିଳା ନାଗା ସାଧୁଙ୍କ ରହସ୍ୟମୟ ଦୁନିଆ, ଆଶ୍ଚର୍ଯ୍ୟ କରିବ ଆପଣଙ୍କୁ ସେମାନଙ୍କ ଜୀବନର ଏହି ୬ କଥା

ହିନ୍ଦୁଧର୍ମର ଆସ୍ଥା ସହ ଜଡିତ କୁମ୍ଭ । ୧୨ ବର୍ଷରେ ଥରେ ଆୟୋଜିତ ହୁଏ ବିଶ୍ବ ପ୍ରସିଦ୍ଧ କୁମ୍ଭ ମେଳା । କୁମ୍ଭମେଳାର ଆୟୋଜନ ଭାରତର ପ୍ରମୁଖ ତୀର୍ଥ ସ୍ଥାନ ପ୍ରୟାଗରାଜ, ହରିଦ୍ବାର, ନାସିକ ଏବଂ ଉଜେନରେ ହୋଇଥାଏ । ଏହି କୁମ୍ଭମେଳାରେ ସ୍ନାନ କରିବା ପାଇଁ ପୁରା ଦେଶରୁ ଶ୍ରଦ୍ଧାଳୁ ଆସିଥାନ୍ତି…