ଆଜି ଫିକିର ୯୩ ତମ ବାର୍ଷିକ ସମ୍ମିଳନୀ, ସଂଧ୍ୟାରେ ଉଦ୍ବୋଧନ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବରସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଫିକିର ୯୩ ତମ ବାର୍ଷିକ ସମ୍ମିଳନୀକୁ ଉଦ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ।
ଆଜି ସଂଧ୍ୟାରେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ବିଷୟ ରହିଛି ପ୍ରେରଣାଦାୟୀ ଭାରତ ପାଇଁ ଆକାଂକ୍ଷୀ ଓଡ଼ିଶା । ଆଜି ଏହି ବାର୍ଷିକ…