Below header
Browsing Tag

fined

ବିଏମସିକୁ ବେଖାତିର: କାନ୍ଥରେ ବିଜ୍ଞାପନ ଲଗାଇ ୫୦ ହଜାର ଜରିମାନା ଗଣିଲା ଜିମ୍

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀର ବିଭିନ୍ନ କାନ୍ଥ ବାଡ଼ରେ ଟୁ-ଲେଟ୍ ବା ଘରଭଡ଼ା ପାଇଁ ବିଦ୍ୟୁତ ଖୁଣ୍ଟରେ ଏ-୪ ସାଇଜ୍ କାଗଜରେ ବିଜ୍ଞାପନ ଲଗାଇବାରୁ ମୋଟା ଅଂକର ଜରିମାନା କଷିଥିଲା ବିଏମସି । ଏହା ସତ୍ତ୍ୱେ ବି ମାନୁନାହାନ୍ତି ଲୋକେ। କାନ୍ଥରେ ବିଜ୍ଞାପନ ଲଗାଇ ଫାଇନ ଗଣିଲେ ଜିମ୍ ମାଲିକ ।…

ଏବେ ଚଢା ଦାମ୍‌ରେ ମଦ ବିକ୍ରି କଲେ ଗଣିବେ ଫାଇନ, ଦୋକାନୀ ଦେବେ ୨୦ ଲକ୍ଷ ଟଙ୍କା

କଟକ (କେନ୍ୟୁଜ): ମହଙ୍ଗା ପଡ଼ିଲା ଚଢ଼ା ଦରରେ ମଦବିକ୍ରି କରିବା। ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ଥ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ । କିଛି ଦିନ ତଳେ ରାମଦାସପୁର…