Below header
Browsing Tag

Fire At Chemical Factory

ମିରଟର ଏକ କେମିକାଲ ଫ୍ରାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଏକାଧିକ ଦମକଳ

ନୂଆଦିଲ୍ଲୀ : ମିରଟ ଏକ କେମିକାଲ କାରଖାନାରେ ନିଆଁ । ମଓ୍ଵାନାରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଫାକ୍ଟ୍ରିରେ ଏକାଧିକ ଶ୍ରମିକ କାମ କରୁଥିଲେ । ହେଲେ ଏପର୍ଯ୍ୟନ୍ତ ମୃତାହତଙ୍କ କୌଣସି ସୂଚନା ମିଳିନି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…

ଗୁଜୁରାଟର ଏକ କେମିକାଲ୍‌ ଫ୍ୟାକ୍ଟୋରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ୮ ଦମକଳ ନିୟୋଜିତ

ଅହମ୍ମଦାବାଦ : ଗୁଜୁରାଟ ଭଲ୍‌ସାଦ୍‌ ଜିଲ୍ଲା ଭାପି ସହରରେ ଥିବା ଏକ କେମିକାଲ୍‌ ଫ୍ୟାକ୍ଟୋରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁର ବେଗ ଏତେ ପ୍ରଖର ଅଛି ଯେ ଏହାକୁ ଲିଭାଇବା ପାଇଁ ଦୁର୍ଘଟଣାସ୍ଥଳରେ ୮ରୁ ଅଧିକ ଦମକଳ ନିୟୋଜିତ ହୋଇଛି । ଖବର ଲେଖା ହେବା ଯାଏ ଅଗ୍ନିକାଣ୍ଡରେ କେହି…