Below header
Browsing Tag

fire breaks out in kumbh mela

ସାହି ସ୍ନାନ ପୂର୍ବରୁ ପ୍ରୟାଗରାଜ କୁମ୍ଭ ମେଳାରେ ଅଘଟଣ , ଦିଗମ୍ବର ଆଖଡ଼ାର ୧୨ରୁ ଅଧିକ ଟେଣ୍ଟରେ ନିଆଁ

କେନ୍ୟୁଜ୍ : ପ୍ରୟାଗରାଜ କୁମ୍ଭମେଳାରେ ଅଘଟଣ। ସାହି ସ୍ନାନ ପୂର୍ବରୁ କୁମ୍ଭମେଳାରେ ଅଗ୍ନିକାଣ୍ଡ। ଦିଗମ୍ବର ଆଖଡ଼ାର ୧୨ରୁ ଅଧିକ ଟେଣ୍ଟରେ ନିଆଁ ଲାଗିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ସୁଦ୍ଧା ଏଲପିଜି ସିଲିଣ୍ଡର ଫାଟିବା ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି। ନିଆଁ ଲିଭା କାର‌୍ୟ୍ୟରେ…