Below header
Browsing Tag

fire case

ଭୋପାଳ ଅଗ୍ନିକାଣ୍ଡ ରାଜନୀତି, ବିଜେପି ସରକାରକୁ ଘେରିଲେ ବିରୋଧୀ

ଭୋପାଳର ସତପୁଡ଼ା ଭବନରେ ଗତକାଲି ଲାଗିଥିବା ନିଆଁ ତ ଲିଭିଯାଇଛି, ହେଲେ ଏହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ନିର୍ବାଚନ ବର୍ଷରେ ଲାଗିଥିବା ନିଆଁ ଲିଭିଯାଇଥିଲେ ବି ଏଥିରୁ ବାହାରୁ ଥିବା ରାଜନୈତିକ ଧୂଆଁ ଏବେ ବି ଦେଖିବାକୁ ମିଳୁଛି । ଘଟଣାକୁ ନେଇ ମଧ୍ୟପ୍ରଦେଶର ପୂର୍ବତନ…

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ୪ ଭଉଣୀ ଜୀବନ୍ତ ଦଗ୍ଧ

ବିହାରର ମୁଜାଫରପୁରରୁ ଘଟିଛି ହୃଦୟବିଦାରକ ଘଟଣା । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରି ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୬ରୁ ଅଧିକ ଲୋକ ନିଆଁରେ ଜଳି ଗୁରୁତର ଆହତ ହୋଇଛନ୍ତି । ନିଆଁରେ ପୋଡି ହୋଇ ଚାଲିଯାଇଛି ୪ ଭଉଣୀଙ୍କ ଜୀବନ । ତେବେ ଏଯାଏଁ ଅଗ୍ନିକାଣ୍ଡର କାରଣ ଜଣାପଡି…

ରାଉରକେଲା ରହମତ ନଗର ବସ୍ତିରେ ଲାଗିଲା ନିଆଁ, ଜଳିଗଲା ଦୁଇଟି ଟାୟାର ଗୋଦାମ

ରାଉରକେଲା(କେ ନ୍ୟୁଜ): ଟାୟାର ଗୋଦାମରେ ଲାଗିଲା ନିଆଁ। ମାତ୍ର କିଛି ମୁହୂର୍ତ୍ତରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଟାୟାର ଗୋଦାମ। ରାଉରକେଲା ୨୧ନମ୍ବର ସେକ୍ଟର ନିକଟରେ ଥିବା ରହମତ ନଗର ବସ୍ତିରେ ୨ଟି ଟାୟାର ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି।…

ରାଜ୍ୟର ତିନିଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ନିମିଷକେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କଟକ(କେ ନ୍ୟୁଜ): ରାଜ୍ୟର ତିନିଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ । ୩ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି । ଆନନ୍ଦପୁର ବ୍ଲକ ଦୁଡୁଗାଁରେ ଅଗ୍ନିକାଣ୍ଡରେ ୬ପରିବାରର ୧୪ବଖରା ଘର ଭସ୍ମୀଭୂତ ହୋଇଥିବା ନେଇ ରିପୋର୍ଟ ଆସିଛି । ଦୁର୍ଘଟଣାରେ ୩ଗୋରୁଙ୍କ ସମେତ ୭ଟି…