Below header
Browsing Tag

fire catch

ଆକାଶରେ ଦୁର୍ଘଟଣା, ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲେ ଏୟାର ଇଣ୍ଡିଆ ଯାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ମଝି ଆକାଶରେ ଭିଷଣ  ନିଆଁ ଲାଗିଲା ଏୟାର ଇଣ୍ଡିଆ  ବିମାନରେ। ଅଳ୍ପକେ ବର୍ତ୍ତିଲେ ବିମାନ ଯାତ୍ରୀ । ବିମାନ ଉଡାଣର ୩୦ ମିନିଟ ପରେ ମଝି ଆକାଶରେ ଲାଗିଲା ନିଆଁ। ନିଆଁର ଦୃଶ୍ୟ ଦେଖିବାପରେ ଭୟର ବାତାବରଣ ଖେଳିଗଲା ବିମାନ ଯାତ୍ରୀଙ୍କ ମଧ୍ୟରେ। ବିମାନ ମଧ୍ୟରେ ଏକ…

ଭଦ୍ରକ ଅଗିରାଗଡ଼ିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ: ୧୫ ବଖରା ଘର ଭସ୍ମୀଭୂତ, ୫ଟି ଗାଈ ଓ ୧୦ଟି ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଆଗରପଡ଼ା ଅଗିରାଗଡ଼ିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଆଗରପଡ଼ା ଥାନା ଅଧୀନସ୍ଥ ଆଡିଆ ପଂଚାୟତର ଅଗିରାଗଡିଆ ଗାଁରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ୩ଟି ପରିବାରର ୧୫ ବଖରା ଘର ପୋଡ଼ି ଜଳି ପାଉଁଶ ହେବା ସହ ୫ ଗୋରୁ , ୧୦ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛି।…