Below header
Browsing Tag

fire catch in bank

ଭୁବନେଶ୍ୱର ଗଣ୍ଡମୁଣ୍ଡା ସ୍ଥିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସରେ ନିଆଁ, ପୋଡ଼ିଗଲା ବ୍ୟାଙ୍କର କାଗଜପତ୍ର

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ ଅଗ୍ନିକାଣ୍ଡ । ଗଣ୍ଡମୁଣ୍ଡା ସ୍ଥିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସରେ ଲାଗିଛି ନିଆଁ । ବ୍ୟାଙ୍କର ପ୍ରଥମ ମହଲାରେ ଗତକାଲି ରାତିରେ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁ ବ୍ୟାଙ୍କର…