Browsing Tag

fire in parliament

ପାର୍ଲାମେଣ୍ଟର ୬ଷ୍ଠ ମହଲାରେ ନିଆଁ, କାରଣ ଅସ୍ପଷ୍ଟ

ପାର୍ଲାମେଣ୍ଟର ଷଷ୍ଠ ମହଲାରେ ନିଆଁ। ପାର୍ଲାମେଣ୍ଟର ଆନେକ୍ସି ବିଲ୍ଡିଂରେ ସୋମବାର ସକାଳେ ନିଆଁ ଲାଗିଥିବା ଜଣାଯାଇଛି। ୬ ଜଣ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସମର୍ଥ ହୋଇଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଏବେ ଯାଏଁ…