Below header

ପାର୍ଲାମେଣ୍ଟର ୬ଷ୍ଠ ମହଲାରେ ନିଆଁ, କାରଣ ଅସ୍ପଷ୍ଟ

ପାର୍ଲାମେଣ୍ଟର ଷଷ୍ଠ ମହଲାରେ ନିଆଁ। ପାର୍ଲାମେଣ୍ଟର ଆନେକ୍ସି ବିଲ୍ଡିଂରେ ସୋମବାର ସକାଳେ ନିଆଁ ଲାଗିଥିବା ଜଣାଯାଇଛି। ୬ ଜଣ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସମର୍ଥ ହୋଇଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଏବେ ଯାଏଁ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.