ରାସ୍ତା ମଝିରେ ଜଳିଗଲା ଚଳନ୍ତା ସ୍କୁଟି
ରାସ୍ତା ମଝିରେ ଜଳିଗଲା ସ୍କୁଟି । ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ସ୍କୁଟି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବିରିପୁର ଛକ ନିକଟରେ ଗୋଟିଏ ଚଳନ୍ତା ସ୍କୁଟି ଜଳିଯାଇଛି । ସ୍କୁଟିଟି ମାଳତେନ୍ତୁଳିଆ ଗାଁର ନାରାୟଣ ସାହୁଙ୍କର । ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ବୁଗୁଡାରୁ ଫେରୁଥିବା ବେଳେ…