Browsing Tag

fire mishap in train

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ, ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

ଢେଙ୍କାନାଳ (କେନ୍ୟୁଜ୍‌) : ଢେଙ୍କାନାଳ ରେଳ ଷ୍ଟେସନରେ ଅଟକି ରହିଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ରେ ନିଆଁ ଲାଗି ଯାଇତିଲା । ଏହି କୋଇଲା ବୋଝେଇ ଟ୍ରେନ ଓ୍ଵାଗନ୍‌ରେ ନିଆଁ ଲାଗି ଯିବାରୁ ହଇଚଇ ସୃଷ୍ଟି ହୋଇଥିଲା । ତେବେ ତୁରନ୍ତ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି…