Below header
Browsing Tag

firing in bhubaneswar

ରାଜଧାନୀରେ ପୁଣି ଥରେ ସୁନା ଦୋକାନୀଙ୍କୁ ଗୁଳିମାଡ଼, ୩ ଜଣ ପଲସରରେ ଆସି ଗୁଳିମାଡ଼ କରିଥିବା ସୂଚନା

ଭୁବନେଶ୍ବର(କେନ୍ୟୁଜ୍) : ରାଜଧାନୀରେ ପୁଣି ଥରେ ସୁନା ଦୋକାନୀଙ୍କୁ ଗୁଳିମାଡ଼ । ସାମନ୍ତରାୟପୁର ଦେବୀ ଦୁର୍ଗା ସୁନା ଦୋକାନୀଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦୋକାନୀ। ଆଉ ଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିଳମ୍ବିତ…

ମଦ ପିଇବାକୁ ଅନୁମତି ନଦେବାରୁ ଭୁବନେଶ୍ୱର ଚନ୍ଦକାର ଏକ ରେସ୍ତୋରାଁରେ କର୍ମଚାରୀଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକାରେ ଗୁଳିମାଡ । ଜଙ୍ଗଲ ଭିୟୁ ନାମକ ଏକ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ହୋଇଛି । ଜଣେ ଯୁବକ ରେଷ୍ଟୁରାଣ୍ଟରୁ ବାହାରୁ ଥିବା ବେଳେ ୩ ଜଣ ଯୁବକ ବାଇକ୍‌ରେ ଆସି ୬ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ଯୁବକଙ୍କ ଛାତିରେ ବାଜିଛି । ତାଙ୍କୁ ଗୁରୁତର…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ସମ୍ପର୍କ ବସ୍‌ ମାଲିକଙ୍କ ଉପରେ ଗୁଳିମାଡ

ଭୁବନେଶ୍ବର(କେନ୍ଯୁଜ୍) : ପାର୍ବଣ ପୂର୍ବରୁ ଅଶାନ୍ତ ରାଜଧାନୀ । ପୁଣି ଫୁଟିଲା ଗୁଳି । ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବସ୍‌ ମାଲିକଙ୍କ ଉପରେ ଗୁଳି ଚଳାଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ସମ୍ପର୍କ ବସ୍‌ ମାଲିକ ପ୍ରୀତମ ଜେନାମଣିଙ୍କୁ ଗୁଳିମାଡ଼ ହୋଇଛି । ତାଙ୍କ ଡାହାଣ…