Below header
Browsing Tag

first dwarf to get driving license

ଭାରତରେ ପ୍ରଥମ ଥର ପାଇଁ ଜଣେ ବାମନଙ୍କୁ ମିଳିଲା ଡ୍ରାଇଭିଂ ଲାଇସେନ୍ସ, ୩ ଫୁଟ ଉଚ୍ଚତାର ଏହି ବ୍ୟକ୍ତି କଲେ ରେକର୍ଡ

ହାଇଦ୍ରାବାଦ : କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ହିଁ ବ୍ୟକ୍ତିକୁ ଲକ୍ଷ୍ୟସ୍ଥଳ ଯାଏ ନେଇଯାଏ । ଏପରି କିଛି ଘଟିଛି ହାଇଦ୍ରାବାଦର ଗଟ୍ଟୀପଲ୍ଲୀ ଶିବପାଲଙ୍କ ସହ । ବହୁତ କିଛି କଷ୍ଟର ସାମନା କରିବା ପରେ ହାର ମାନି ନଥିବା ଏହି ବ୍ୟକ୍ତି ହେଉଛନ୍ତି ଭାରତରେ ଡ୍ରାଇଭିଂ ଲାଇସେନ୍ସ ପାଇଥିବା ପ୍ରଥମ…