Browsing Tag

five members of a single family living in a cabin

ଦୁଃଖର କଳା ବାଦଲ ଭିତରେ ପରମେଶ୍ୱରଙ୍କ ପରିବାର, କ୍ଯାବିନ୍ ଘର ପାଲଟିଛି ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ସାହାରା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଂଟିଆ ଗ୍ରାମର ରାସ୍ତା କଡରେ ରହିଛି ଏକ କ୍ୟାବିନ। ଏହା କୌଣସି ପାନ ଦୋକାନ ନୁହେଁ ବରଂ ଏହା ହେଉଛି ପରମେଶ୍ୱରଙ୍କ ଘର । ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଥିଲେ ବି ଏହା ସତ।  କିଡନୀ ରୋଗୀ ପରମେଶ୍ୱର ଜେନାଙ୍କ ସହ ତାଙ୍କ ପରିବାର ସାହାରା ହେଉଛି ଏହି…