Browsing Tag

flight fly up

ଢେଙ୍କାନାଳ: କଙ୍କଡାହାଡ ବିରାଶାଳ ଏୟାରଷ୍ଟ୍ରିପରୁ ଏକାସଙ୍ଗେ ଉଡାଣ ଭରିଲା ୩ଟି ବିମାନ

ଢେଙ୍କାନାଳ : ଏକାସଙ୍ଗେ ଉଡିଲା ୩ଟି ବିମାନ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବିରାଶାଳ ଏୟାରଷ୍ଟ୍ରିପରୁ ବିମାନ ଉଡାଣ ଭରିଛନ୍ତି। ବିରାଶାଳ ଏୟାରଷ୍ଟ୍ରିପ ମାନ୍ୟତା ପାଇବା ପରେ ନଭେମ୍ବର ୨୬, ୨୭ ଓ ୨୮ ତିନି ଦିନ ପରୀକ୍ଷାମୂଳକ ତାଲିମ ଆରମ୍ଭ ହୋଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ୩ଟି ବିମାନ…