Browsing Tag

floated river

ଗାଧୋଇବା ବେଳେ ଘୋଡାହାଡ଼ ନଦୀରେ ଭାସିଗଲେ ଦୁଇ ଯୁବକ: ଜଣେ ଉଦ୍ଧାର, ଜଣେ ନିଖୋଜ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡା ପଞ୍ଚାୟତ ବାଙ୍ଗରଡା ଗାଁ ଘୋଡାହାଡ଼ ନଦୀରେ ଭାସିଗଲେ ଦୁଇ ଯୁବକ । ବାଙ୍ଗରଡା ଗାଁର ବଳିଆ ଡାକୁଆ ନିଖୋଜ ରହିଥିବା ବେଳେ ଜଗନ୍ନାଥ ସେଠିକୁ ସାନ ଖେମୁଣ୍ଡି ଦମକଳ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି…