Below header
Browsing Tag

flood in dhenkanal

ଲଗାଣ ବର୍ଷାରେ ବେହାଲ ହେଲା ଢ଼େଙ୍କାନାଳ ଜିଲ୍ଲାର ଅନେକ ଅଞ୍ଚଳ

କାମାକ୍ଷାନଗର (କେନ୍ୟୁଜ୍‌) : ଲଗାଣ ବର୍ଷାରେ ବେହାଲ ଢ଼େଙ୍କାନାଳ ଜିଲ୍ଲାର ଅନେକ ଅଞ୍ଚଳ। ଦାଉ ସାଧୁଛି ବାହ୍ମଣୀ ନଦୀ। ବର୍ଷା ସାମାନ୍ୟ କମିଛି କିନ୍ତୁ ଏବେ ଫୁଲୁଛି ବ୍ରାହ୍ମଣୀ। ଧିରେ ଧିରେ କୂଳ ଲଙ୍ଘିବାରେ ଲାଗିଛି ବ୍ରାହ୍ମଣୀ। ଭୁବନ ବ୍ଲକର ଜୟପୁର ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ…