Browsing Tag

flood in subernarekha

Subernarekha Flood: ସୁବର୍ଣ୍ଣରେଖାରେ କମୁଛି ପାଣି, ଟଳିନି ବନ୍ୟା ବିପଦ

ଭୁବନେଶ୍ୱର: ସୁବର୍ଣ୍ଣରେଖାରେ କମୁଛି ପାଣି, ହେଲେ ଟଳିନି ବନ୍ୟା ବିପଦ । ବାଲେଶ୍ୱର ସୁବର୍ଣ୍ଣରେଖାରେ ଧୀରେ ଧୀରେ କମୁଛି ବନ୍ୟା ପାଣି । ସକାଳ ୬ଟା ସୁଦ୍ଧା ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ଜଳସ୍ତର ୯.୮୦ ମିଟର ରହିଛି । ଏବେବି ବିପଦ ସଙ୍କେତ ଉପରେ ନଦୀ ଜଳସ୍ତର…

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ, ପାଣି ଘେରରେ ୩୦ରୁ ଅଧିକ ଗାଁ

ଜଳେଶ୍ୱର(କେ ନ୍ୟୁଜ): ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୧୦.୬୪ ମିଟରରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଜଳେଶ୍ୱର,ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟା ପରିସ୍ଥିତି…