କମିଛି ବର୍ଷା, କମିନି ଦୁର୍ଦ୍ଦଶା: ମାଲକାନଗିରିରେ ବନ୍ୟା ସ୍ଥିତି, ପାଣି ଘେରରେ ରହିଛି ଶତାଧିକ ଗାଁ
ମାଲକାନଗିରି: କମିଛି ବର୍ଷା, କମିନି ଦୁର୍ଦ୍ଦଶା । ଦୁଇ ଦିନର ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋରାପୁଟ ଓ ରାୟଗଡ଼ାରେ ବି ସ୍ଥିତି ବେହାଲ ହୋଇଛି । ଲଗାଣ ବର୍ଷାରେ ପାଣି ଘେରରେ ରହିଛି ଶତାଧିକ ଗାଁ । କନ୍ୟାଶ୍ରମ ପୋଲ ଉପରେ ଆଜି ବି ୮ ଫୁଟ ଉଚ୍ଚ ପାଣି…