Below header
Browsing Tag

Flood Situation

ମହାନଦୀ, ବୈତରଣୀରେ ବନ୍ୟା ଆଶଙ୍କା : କାଲି ଖୋଲିବ ହୀରାକୁଦର ୧୨ରୁ ୧୫ଟି ଗେଟ୍

ଭୁବନେଶ୍ବର : ମହାନଦୀରେ ବନ୍ୟା ଆଶଙ୍କା । ଲଗାଣ ବର୍ଷା ଫଳରେ ବଢ଼ିଛି ଜଳସ୍ତର । ଖୋଲିବ ହୀରାକୁଦ ଗେଟ୍‌ । ମହାନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ସକାଳ ୧୧ଟାରେ ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଖୋଲିବ ୧୨ରୁ ୧୫ଟି…