Below header
Browsing Tag

fog problem

କରୋନା ପରେ ଏବେ କୁହୁଡ଼ି ରୋକିଲା ଟ୍ରେନ୍‌, ୧ ଫେବ୍ରୁଆରୀ ଯାଏଁ ରଦ୍ଦ ହେଲା ୧୦ରୁ ଅଧିକ ଏକ୍ସପ୍ରେସ୍‌

କରୋନା ପରେ ଏବେ ରେଳ ଚଳାଚଳ ପାଇଁ ବାଧକ ସାଜିଛି କୁହୁଡ଼ି। ପ୍ରବଳ କୁହୁଡ଼ି ଯୋଗୁ ରେଳ ମନ୍ତ୍ରାଳୟ ୧୦ଟି ଏକ୍ସପ୍ରେସ ଟ୍ରେନ୍‌କୁ ଫେବ୍ରୁଆରୀ ୧ ଯାଏଁ ଅସ୍ଥାୟୀ କିମ୍ବା ଆଶିଂକ ଭାବେ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହୁଡ଼ି ଯୋଗୁ କେତେକ ଟ୍ରେନ୍‌ର ରୁଟ୍‌ରେ ବି କିଛିଟା ପରିବର୍ତ୍ତନ…

କୁହୁଡି ଯୋଗୁଁ ଫସିଲେ ବିମାନ ଯାତ୍ରୀ,ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲା ଏୟାର ଏସିଆର FD ୧୧୨ ବିମାନ

କୁହୁଡି ଯୋଗୁଁ ଫସିଲେ ବିମାନ ଯାତ୍ରୀ। ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲା ଏୟାର ଏସିଆର FD ୧୧୨ ବିମାନ କୁହୁଡ଼ି ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିପାରିନଥିଲା। ଦୀର୍ଘ ୨ଘଣ୍ଟା ଧରି ଯାତ୍ରୀମାନେ ବିମାନ ଭିତରେ ଫସି ରହିଥିଲେ। ଅବତରଣ କରିବାକୁ ଏଟିସି ସିଗନାଲ ଦେଇନପାରିବାରୁ…