Browsing Tag

folding man

୨୮ ବର୍ଷ ହେଲାଣି ନଇଁପଡୁଥିଲା ଯୁବକଙ୍କ ଅଣ୍ଟା, ଦେବଦୂତ ସାଜିଲେ ଡାକ୍ତର

ଆପଣଙ୍କ ପାଇଁ ୫ ମିନିଟ୍‌ ଅଣ୍ଟାକୁ ଭାଙ୍ଗି ତଳକୁ ନଇଁ ରହିବା କଷ୍ଟକର ହୋଇପଡୁଥିବ। କିନ୍ତୁ ଜଣେ ଯୁବକ ଦୀର୍ଘ ୨୮ ବର୍ଷ ହେଲାଣି ଅଣ୍ଟାକୁ ଭାଙ୍ଗି ତଳକୁ ନଇଁ ରହୁଥିଲେ। କିନ୍ତୁ ଡାକ୍ତରଙ୍କ ସଫଳ ସର୍ଜରୀ ଯୋଗୁଁ ଆଜି ସିଧା ହୋଇ ଯୁବକ ଜଣକ ଠିଆ ହୋଇପାରିଛନ୍ତି। ଆପଣ ଏହି ଫଟୋକୁ ଦେଖିଲେ…