FCIରେ ଖାଲିପଡିଛି ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର ଏବଂ ମେଡିକାଲ ଅଫିସର ପଦବୀ, ଆସନ୍ତାକାଲି ଆବେଦନ କରିବାର ଶେଷ…
ଫୁଡ କର୍ପୋରେସନ ଅଫ ଇଣ୍ଡିଆ(FCI) ଅଧିନରେ ଖାଲିପଡିଛି ଅନେକ ପଦବୀ। ଯଦି ଆପଣ ଇଚ୍ଛୁକ ତେବେ ଜଲଦି କରନ୍ତୁ ଆବେଦନ। ଆବେଦନ କରିବାର ଶେଷ ତାରିଖ ଆସନ୍ତାକାଲି ଅର୍ଥାତ୍ ୩୧ ମାର୍ଚ୍ଚ ରହିଛି। ଏଫସିଆଇରେ ଖାଲିପଡିଛି ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର ତଥା ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ…