Below header
Browsing Tag

former mla

ବିଜେଡି ଛାଡିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା

ବାଲେଶ୍ଵର (କେନ୍ୟୁଜ): ବିଜେଡି ଛାଡିଲେ ବାଲେଶ୍ଵର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ରେମୁଣା ନିର୍ବାଚନ ମଣ୍ଡଳୀ ଗଠନ ପରେ ପ୍ରଥମ ଥର ୨୦୦୯ ନିର୍ବାଚନରେ ସେ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ମିଳି ନଥିଲା । ଆଗକୁ…

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଜଳେଶ୍ୱର (କେନ୍ୟୁଜ): ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ଯୁ ହୋଇଛି।  ମୃତ୍ଯୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ କିଡନୀ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ । ଚିକିତ୍ସାଧୀନ…

ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଆଶ୍ବସ୍ତି: ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ (କେନ୍ୟୁଜ): ପୂର୍ବତନ ବିଧାୟକ ରାମମୂର୍ତ୍ତିଂକୁ ଆଶ୍ବସ୍ତି । ଜାମିନ ପ୍ରଦାନ କଲେ ହାଇକୋର୍ଟ । ପତ୍ନୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ। ଏହାକୁ ଚାଲେଞ୍ଜ କରି ଅପିଲରେ ହାଇକୋର୍ଟ ଆସିଥିଲେ ରାମମୂର୍ତ୍ତି ଗମାଙ୍ଗ। ୧୯୯୫ ମସିହା ଅଗଷ୍ଟ ୨୯…

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା: ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜି ହେବ ଦଣ୍ଡାଦେଶ

ଗୁଣପୁର (କେନ୍ୟୁଜ): ପତ୍ନୀ ହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ କଣ ସଜା ହେବ । ଆଜି ଦଣ୍ଡବିଧାନ କରିବେ ଭୁବନେଶ୍ୱରର ଅତିରିକ୍ତ ସେସନ୍‌ସ ଜଜ୍‌ କୋର୍ଟ । ଗତ ଶନିବାର ଦିନ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରାମମୂର୍ତ୍ତି ଗମାଙ୍ଗଙ୍କ ନାଁରେ ଆଇପିସିର ୩୦୨…