Browsing Tag

fraudsters

ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ରେଡ୍, ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର : ଖୋଲୁଛି ଅନୀଲ-ହଂସିତାଙ୍କ କଳା କାରନାମାର ଗୁମର। ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍ ର ରେଡ୍ । ଓଡ଼ିଶା, ଦିଲ୍ଲୀ ଓ ଝାଡ଼ଖଣ୍ଡର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଘର ଓ ଅଫିସରେ ଚାଲିଛି ଆୟକର ଟିମ୍ ର ଚଢ଼ାଉ। ସେପଟେ ଗତକାଲି ଅନୀଲଙ୍କ ପତ୍ନୀଙ୍କୁ ୫ରୁ ୬ ଘଣ୍ଟା…

ଖୋଲୁନି ଦୁଇ ହାଇପ୍ରୋଫାଇଲ ଠକଙ୍କ ରହସ୍ୟ, ରିମାଣ୍ଡରେ ଆସିବେ ହଂସିତା ଓ ଅନୀଲ ମହାନ୍ତି

ଭୁବନେଶ୍ଵର : ରିମାଣ୍ଡରେ ଆସିବେ ବଣ୍ଟି-ବବଲି ।  ଦୁଇ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପସା ଓ ଅନୀଲ ମହାନ୍ତିଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ ।  ବହୁ ଭିଭିଆଇପିଙ୍କ ସଂପର୍କୀୟ କହି ଠକେଇ କରୁଥିଲେ କରିତକର୍ମା ଯୁବତୀ ଓ ଧୂର୍ତ୍ତ ବ୍ୟବସାୟୀ…

ଏମିତି ଠକଙ୍କୁ ସାବଧାନ : ମେଡିକାଲ କଲେଜରେ ସିଟ୍‌ କରାଇ ଦେବାକୁ କହି ଲୁଟି ନେଲେ ୩୨ ଲକ୍ଷ

ଭୁବନେଶ୍ୱର (କେନ୍ୟୁଜ): ମେଡିକାଲ ଶିକ୍ଷା ପାଇଁ ସିଟ୍‌ ବ୍ୟବସ୍ଥା କରି ନାମ ଲେଖାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଦୁଇ ଜଣ ଠକଙ୍କୁ ଗିରଫ କରିଛି ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଅଭିମନ୍ୟୁ କୁମାର ସିଂହ ଓ ସୁଗତ ଚୌଧୁରୀ ୩୨ ଲକ୍ଷ…