Browsing Tag

gambhir kohli fight

ଆରସିବି ପ୍ଲେ ଅଫ୍‌ ପାଇଁ ବିରାଟ କୋହଲିଙ୍କ ଖେଳିବାର ଯୋଗ୍ୟତା ନାହିଁ: ଗୌତମ ଗମ୍ଭୀର

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକଙ୍କ ଉପରେ ବର୍ଷିଲେ ଗୌତମ ଗମ୍ଭୀର । ଦୁଇଥର ଆଇପିଏଲ ବିଜେତା ଅଧିନାୟକ ଗମ୍ଭୀର ବିରାଟ କୋହଲିଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆରସିବି ପ୍ଲେ ଅଫ୍‌ ପାଇଁ ଖେଳିବାର ଯୋଗ୍ୟତା ନାହିଁ ବୋଲି ସେ କହିଛନ୍ତି । କୋହଲୀ ଭାରତୀୟ କ୍ରିକେଟ ଟିମର…