ବ୍ରହ୍ମପୁର କର୍ପୋରେସନ୍ ରୋଡରେ ଜୁଆ ଖେଳ ଚାଲିଥିବାବେଳେ ଚଢାଉ: ୮୮ ହଜାରରୁ ଅଧିକ ଟଙ୍କା ଜବତ, ୧୧ ଜୁଆଡି ଗିରଫ
ବ୍ରହ୍ମପୁର : ଜୁଆ ଖେଳରେ ପୁଳା ପୁଳା ଟଙ୍କା। ବ୍ରହ୍ମପୁର ଟାଉନ୍ ଥାନା କର୍ପୋରେସନ୍ ରୋଡ୍ ରେ ଏକ ସ୍ଥାନରେ ଜୁଆଖେଳ ଚାଲିଥିବା ଖବର ପାଇ ପୋଲିସ୍ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥାଏ। ୧୧ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ୮୮,୪୦୦ ଟଙ୍କା ଓ ତାସ୍ ମୁଠା, ଏବଂ ୧୧ଟି ମୋବାଇଲ୍ କୁ ଜବତ…