Below header
Browsing Tag

gangwar

କେନ୍ଦ୍ର ସରକାରରେ ଖାଲି ପଡିଛି ୭ ଲକ୍ଷ ନିଯୁକ୍ତି ପଦ, କେବଳ ରେଲୱେରେ ହେବ ୨.୬ ଲକ୍ଷ ଭର୍ତ୍ତି

ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଲୋକସଭାରେ କହିଛନ୍ତି ଯେ ୨୦୧୮ ମାର୍ଚ୍ଚରୁ ସରକାର ବିଭାଗରେ ପ୍ରାୟ ସାତ ଲକ୍ଷ ପଦ ଖାଲି ପଡିଛି। ପାଖାପାଖି ୨.୬ ଲକ୍ଷ ପଦ କେବଳ ରେଲୱେରେ ହିଁ ଖାଲି ପଡିଛି। ଅବଶ୍ୟ ୨୦୧୯ ମାର୍ଚ୍ଚରେ ଆର୍ଥିକ ବର୍ଷ ଶେଷରେ ଖାଲି ପଡିଥିବା ପଦକୁ ନେଇ ସଂସଦରେ…

କଟକ କମିଶନରେଟ୍ ପୋଲିସକୁ ବଡ ସଫଳତା, ଗ୍ୟାଙ୍ଗୱାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ୍ ମହାନ୍ତି ଗିରଫ

କଟକ ଗ୍ୟାଙ୍ଗୱାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକଙ୍କ ହତ୍ୟା ଘଟଣାକୁ ୨୪ ଘଣ୍ଟା ନପୂରୁଣୁ କମିଶନରେଟ୍ ପୋଲିସକୁ ଏକ ବଡ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ୍ ମହାନ୍ତି ଓରଫ୍ ହାପି ଗିରଫ ହୋଇଛି। ତା ନିକଟରୁ ଛୁରୀ ଓ ବାଇକ୍ ପୋଲିସ ଜବତ କରିଛି। କଟକ…

କଟକ ଗ୍ୟାଙ୍ଗୱାର ଘଟଣାର ତଦନ୍ତ ପାଇଁ ଗଠନ ହେଲା ୩ଟି ଟିମ୍

କଟକ ଗ୍ୟାଙ୍ଗୱାର ଘଟଣାରେ ୧୦ ଘଣ୍ଟାରେ ଧରାହେବେ ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଧରିବାକୁ ଗଠନ ହୋଇଛି ୩ଟି ଟିମ୍ । ବିଭିନ୍ନ ସ୍ଥାନରେ ଟିମ୍ ପକ୍ଷରୁ ଚଢାଉ କରାଯାଉଥିବା ଅତିରିକ୍ତ ଡିସିପି ତ୍ରିନାଥ ପଟେଲ ସୂଚନା ଦେଇଛନ୍ତି। ଯୋବ୍ରା ଅଞ୍ଚଳରେ ୨ ଅପରାଧୀ ଗୋଷ୍ଠୀ ଗଣ୍ଡଗୋଳରେ ଦୁର୍ଦ୍ଦାନ୍ତ…

ଚୌଦ୍ୱାର : ଜେଲ ଭିତରେ ଗ୍ୟାଙ୍ଗଓ୍ଵାର

କଟକ : ଜେଲ ଭିତରେ ଗ୍ୟାଙ୍ଗଓ୍ଵାର । ୨୦୧୩ ମସିହା କଟକ କେଶବ ବେହେରା ହତ୍ୟାକାଣ୍ଡ ମାମଲାରେ ସଜ୍ଜା କାଟୁଥିବା ଟନି ଓରଫ ଶୁଭ୍ରାଂଶୁ ଦାସଙ୍କର ଜେଲ ଭିତରେ ମୃତ୍ୟୁ ଘଟିଛି । ମୃତ୍ୟୁ ପୂର୍ବରୁ ଟନି ଜେଲ ଭିତରେ କରିଥିଲେ ଏକ ସଙ୍ଗୀନ ଭିଡିଓ। ଦେଖନ୍ତୁ ଏହି ଭିଡିଓ। ଯେଉଁଥିରେ ଜେଲ ଭିତରକୁ…