Browsing Tag

ganjam collectors farming

କାଦୁଅ ବିଲରେ ପଶିଲେ, ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର (କେ ନ୍ୟୁଜ୍‌) : ସେ ଲଘୁଚାପ ଜରିଆରେ ହେଉ ପଛେ କିଛି ବର୍ଷା ହୋଇଛି । ତେଣୁ ଚାଷୀ ମନରେ ଉତ୍ସାହ । ଧାନ ରୁଆ କାମ ଚାଲିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା । ଏଠାକାର ଭରସା ଗ୍ରାମ ନିକଟରେ ଜାତୀୟ ଖାଦ୍ୟ…