ନିଜ ଖାଦ୍ୟରେ ସାମିଲ କରନ୍ତୁ ଘିଅ ରୁଟି, ମିଳିବ ଅନେକ ସ୍ୱାସ୍ଥ୍ୟ ଲାଭ
ଭାରତର ଅଧିକାଂଶ ଲୋକ ରୁଟି ବିନା ସେମାନଙ୍କର ଖାଦ୍ୟ ଅସମ୍ପୂର୍ଣ୍ଣ ମନେ କରନ୍ତି । ଘରେ ତରକାରୀ ହେଇଥାଉ କିମ୍ବା ଡାଲି ଏହା ସହିତ ରୁଟି ନିଶ୍ଚିତ ଭାବରେ ପରିବେଷଣ କରାଯାଏ । ରୁଟିରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁ ପରିମାଣରେ ଉନ୍ନତ କରିଥାଏ । କିନ୍ତୁ ଆପଣ ଜାଣନ୍ତି…