Browsing Tag

Giant Sunfish

ଖରାରେ ଅଧିକ ସମୟ ରହିବାକୁ ପସନ୍ଦ କରୁଥିବାରୁ ଏହାର ନାମ ‘ସନ୍‌ଫିସ୍‌’, ଯିଏ ଥରକେ ଦିଏ ୩୦ କୋଟି ଅଣ୍ଡା

ଆମେରିକାର କାଲିଫର୍ଣ୍ଣିଆର ଲଗୁନା ବିଚରେ ଏକ ପ୍ୟାଡେଲବୋର୍ଡର୍ସ ବିଶାଳକାୟ ସନଫିସ୍‌କୁ ଦେଖିଛନ୍ତି। କିନ୍ତୁ ମାଛର ପ୍ରକୃତ ଲମ୍ବ ଜଣା ନାହିଁ। କିନ୍ତୁ ପ୍ୟାଡେଲବୋର୍ଡର ଲମ୍ବ ୧୪ ଫୁଟ ରହିଥିବା ବେଳେ ଫଟୋକୁ ଦେଖି ଆକଳନ ଅନୁଯାୟୀ, ସନଫିସର ଲମ୍ବ ୯ ରୁ ୧୦ ଫୁଟ ହେବ। ଏହି ମାଈସନଫିସ୍ ଏକ…