Browsing Tag

girish karnad

ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ : ୮୧ ବର୍ଷ ବୟସରେ ବେଙ୍ଗାଳୁରୁରେ ଦେହାନ୍ତ

ମୁମ୍ବାଇ : ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ବରିଷ୍ଠ କନ୍ନଡ ସାହିତ୍ୟକାର ଗିରିଶ କର୍ଣ୍ଣଡଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ଆଜି ବେଙ୍ଗାଲୁରୁରେ ଦେହାନ୍ତ ହୋଇଛି।ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ୧୯୭୮ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ଭୂମିକା ପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ।…