ଆପଣଙ୍କ ସ୍କିନ୍ ଡଲ୍ ଦେଖାଯାଉଛି କି? ଜାଣନ୍ତୁ କେଉଁ ଟିପ୍ସ ବ୍ୟବହାର କରିବେ
ବର୍ତ୍ତମାନ ସମୟରେ ସ୍କିନକୁ ନେଇ ବହୁ ଲୋକ ଚିନ୍ତାରେ । ସ୍କିନ୍ କିପରି ସୁନ୍ଦର ଦେଖାଯିବ ସେଥିପାଇଁ ଅନେକ ଟିପ୍ସ ବ୍ୟବହାର କରିଥାନ୍ତି । ଯେମିତିକି ଫେସ୍ ପ୍ୟାକଠାରୁ ଆରମ୍ଭ କରି ଫେସ୍ ମସାଜ୍ ପର୍ଯ୍ୟନ୍ତ ସମସ୍ତ ଟିପ୍ସକୁ ବ୍ୟବହାର କରନ୍ତି । ଏହି ସବୁ କରିବା ଫଳରେ ମଧ୍ୟ ସ୍କିନର…