Below header
Browsing Tag

gopa

କଂଗ୍ରେସ କାର୍ଯ୍ୟାଳୟରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ, ଭଙ୍ଗାରୁଜା କଲେ ବ୍ୟାନର ପୋଡ଼ିଲେ

ଗୋପ (କେନ୍ୟୁଜ): ନିମାପଡ଼ାରେ ନିର୍ବାଚନୀ ହିଂସା ଅଭିଯୋଗ । କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା, ବ୍ୟାନର ପୋଡ଼ି । ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି । ନିମାପଡ଼ା ଶ୍ୟାମସୁନ୍ଦରପୁରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଭଂଗାରୁଜା । ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ କଂଗ୍ରେସ…

ଜଙ୍ଗଲରେ ଝୁଲୁଛି ମଣିଷ କଙ୍କାଳ, ମୁହଁରେ ବନ୍ଧା ଯାଇଛି କଳା କପଡା

ଗୋପ (କେନ୍ୟୁଜ): କୋଣାର୍କ ପୁରୀ ବେଳା ମାର୍ଗରେ ଲିଆଖିଆ ବ୍ରୀଜୀ ଜଙ୍ଗଲରେ ଝୁଲୁଛି ମଣିଷ କଙ୍କାଳ। କଙ୍କାଳ ମୁହଁରେ ବନ୍ଧା ଯାଇଛି କଳା କପଡା। କେହି ହତ୍ୟା କରି ଟାଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି। କଙ୍କାଳଟି ୧୫ ଦିନ ତଳର ବୋଲି କୁହାଯାଉଛି। ଘଟଣାସ୍ଥଳରେ ରାମଚଣ୍ଡୀ ପୋଲିସର ତଦନ୍ତ ଜାରି…