ଜଙ୍ଗଲରେ ଝୁଲୁଛି ମଣିଷ କଙ୍କାଳ, ମୁହଁରେ ବନ୍ଧା ଯାଇଛି କଳା କପଡା

କୋଣାର୍କ ପୁରୀ ବେଳା ମାର୍ଗରେ ଲିଆଖିଆ ବ୍ରୀଜୀ ଜଙ୍ଗଲରେ ଝୁଲୁଛି ମଣିଷ କଙ୍କାଳ। କେହି ହତ୍ୟା କରି ଟାଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି।

ଗୋପ (କେନ୍ୟୁଜ): କୋଣାର୍କ ପୁରୀ ବେଳା ମାର୍ଗରେ ଲିଆଖିଆ ବ୍ରୀଜୀ ଜଙ୍ଗଲରେ ଝୁଲୁଛି ମଣିଷ କଙ୍କାଳ। କଙ୍କାଳ ମୁହଁରେ ବନ୍ଧା ଯାଇଛି କଳା କପଡା। କେହି ହତ୍ୟା କରି ଟାଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି। କଙ୍କାଳଟି ୧୫ ଦିନ ତଳର ବୋଲି କୁହାଯାଉଛି। ଘଟଣାସ୍ଥଳରେ ରାମଚଣ୍ଡୀ ପୋଲିସର ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.