ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର, ପାଖରେ ପଡିଛି ଏକ ବ୍ୟାଗ୍
ବଣାଇ : ପୋଲତଳୁ କଙ୍କାଳ ଉଦ୍ଧାର । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା କାଲଟା ଫାଣ୍ଡି ଅଧିନସ୍ଥ ଜାତୀୟ ରାଜପଥ ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ କୋଇଡା ପୋଲିସ୍ ଓ ରାଉରକେଲା ଫରେନସିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛି ।
ଅଧା ଗଳିତ ଅବସ୍ଥାରେ ଥିବା ମଣିଷ କଙ୍କାଳ…